Meaning : ଗାଁର ବଡ ରୟତ, ଜମିଦାର ଆଦିଙ୍କଦ୍ବାରା ଧୋବା, ବାରିକ, କମାର ଆଦିଙ୍କୁ ସେମାନଙ୍କ କାର୍ଯ୍ୟ ବଦଳରେ ଦିଆଯାଉଥିବା ଜମି ଯାହା ଉପରେ ଖଜଣା ଆଦି ଦେବାକୁ ପଡିନଥାଏ
							Example : 
							ଜମିଦାର ମକୁଆ ବାରିକକୁ ଦଶ ମାଣ ନିଷ୍କର ଜମି ଦେଇଛନ୍ତି
							
Translation in other languages :