Meaning : ନିର୍ବାକ୍ ଦୃଷ୍ଟିରେ ଦେଖିବା କ୍ରିୟା
							Example : 
							ଗାଁରୁ ପ୍ରଥମଥର ସହରକୁ ଆସିଥିବା ମଙ୍ଗଳା ସବୁକିଛିକୁ ଡବଡବ ଚାହାଣିରେ ଦେଖୁଥିଲା
							
Synonyms : ଆଶ୍ଚର୍ଯ୍ୟଚକିତ ନୟନ, ଡବଡବ ଆଖି, ଡବଡବ ଚାହାଣି, ଫଡ଼ାଫଡ଼ା ଆଖି, ବିସ୍ଫାରିତ ଚକ୍ଷୁ
Translation in other languages :