Meaning : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
							Example : 
							ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
							
Synonyms : ଆରୋପକାରୀ, କୁତ୍ସାକାରୀ, ନିନ୍ଦୁକ
Translation in other languages :
Meaning : ବଦନାମ କରୁଥିବା
							Example : 
							ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ
							
Synonyms : ଅପବାଦକାରୀ, କୁତ୍ସାକାରୀ, ନିନ୍ଦୁକ
Translation in other languages :