Meaning : ଯାହାକୁ ନିଦ ଆସୁନି
							Example : 
							ନିଦ୍ରାହୀନ ବ୍ୟକ୍ତିକୁ ପ୍ରତିଦିନ ଶୋଇବାପାଇଁ ଔଷଧ ଖାଇବାକୁ ପଡ଼େ
							
Synonyms : ନିଦ୍ରାବିହୀନ, ନିଦ୍ରାହୀନ
Translation in other languages :
जिसे निद्रा न आवे।
अनिद्र व्यक्ति को रोज सोने के लिए दवा खानी पड़ती है।