Meaning : ଧାର୍ମିକ ବିଚାର ଅନୁଯାୟୀ ଯେଉଁ ଜାଗାକୁ ଦଣ୍ଡ ଭୋଗିବାପାଇଁ ପାପୀ ବା ଦୁରାଚାରୀଙ୍କ ଆତ୍ମାକୁ ପଠାଯାଏ
							Example : 
							ମଲା ପରେ ପାପୀ ନର୍କକୁ ଯାଏ
							
Synonyms : ନର୍କ
Translation in other languages :
Meaning : ଜଣେ ଅସୁର
							Example : 
							ନରକ ବିପ୍ରଚିତ୍ତିର ପୁଅ ଥିଲା
							
Translation in other languages :
Meaning : ବହୁତ ଖରାପ ଓ କଷ୍ଟଦାୟକ ସ୍ଥାନ
							Example : 
							ଆତଙ୍କବାଦୀଙ୍କ ଅକ୍ତିଆରରେ ଆସିବାପରେ ହିଁ ଏହି ସହର ଆମପାଇଁ ନରକ ହୋଇଯାଇଛି
							
Translation in other languages :