Meaning : ଦଶବର୍ଷରୁ ଅଧିକ ବୟସର ଅବିବାହିତା ଝିଅ
							Example : 
							ବାଡ଼ୁଅଝିଅ ନିମନ୍ତେ ଅନେକ ପ୍ରସ୍ତାବ ଆସୁଛି
							
Synonyms : ଅଭିଆଡ଼ୀ ଝିଅ, କୁମାରୀ, ବାଡ଼ୁଅଝିଅ, ବଢ଼ିଲାଝିଅ
Translation in other languages :
Meaning : ଏବେ ଯୁବାବସ୍ଥାରେ ପାଦ ରଖିଥିବା ଯୁବତୀ
							Example : 
							ଏବର୍ଷ ଭାରତର ଜଣେ ଅତି ସୁନ୍ଦର ନବଯୁବତୀ ବିଶ୍ୱସୁନ୍ଦରୀ ଉପାଧି ପାଇଲେ
							
Synonyms : ନବଯୌବନା
Translation in other languages :