Meaning : ସର୍ବଦା ରହିବା ବା କାମ କରିବା ବା ସବୁବେଳେ ଉପସ୍ଥିତି ରହିବା ବ୍ୟକ୍ତି
							Example : 
							ସଂସାରରେ କୌଣସି ବସ୍ତୁ ସ୍ଥାୟୀ ନୁହେଁ
							
Synonyms : ସ୍ଥାୟୀ
Translation in other languages :
Meaning : ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲେ
							Example : 
							ଏହା ଏକ ଦୀର୍ଘସ୍ଥାୟୀ ପରିଯୋଜନା
							
Synonyms : ଚିରସ୍ଥାୟୀ
Translation in other languages :
Relating to or extending over a relatively long time.
The long-run significance of the elections.