Meaning : ପୋଲିସ ଅଫିସରର ପଦ
							Example : 
							ମନୋହରଙ୍କୁ ବଲୌଦାବଜାର ଥାନାର ଭାର ମିଳିଛି
							
Synonyms : ପୋଲିସ କାର୍ଯ୍ୟାଳୟ, ଫାଣ୍ଡି
Translation in other languages :
Meaning : ଯେଉଁ ସ୍ଥାନରେ ପୋଲିସଙ୍କର କିଛି ସିପାହୀ ଓ ସେମାନଙ୍କ ବରିଷ୍ଠ ଅଧିକାରୀ ସ୍ଥାୟୀ ରୂପରେ କାମ କରନ୍ତି ଏବଂ ଯେଉଁଠାରୁ ଆଖପାଖ ସ୍ଥାନପାଇଁ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ
							Example : 
							ଚୋରି ହେବା ପରେ ଆମେ ଥାନାରେ ରିପୋର୍ଟ ଦାଖଲ କଲୁ
							
Synonyms : ଦାରୋଗା ଷ୍ଟେସନ୍, ପୋଲିସ ଷ୍ଟେସନ୍
Translation in other languages :
वह स्थान जहाँ पुलिस के कुछ सिपाही और उनके वरिष्ठ अधिकारी कार्य करते हैं और जहाँ से आस-पास के स्थानों का प्रबंध होता है।
चोरी होने के बाद हमने थाने में रपट दर्ज कराई।Meaning : ଯେଉଁ ପୋଲିସ ଫାଣ୍ଡିର ତତ୍ୱାବଧାରକ ପୋଲିସ ଅଧିକାରୀ
							Example : 
							ସିପାହୀ ରାମୁକୁ ଧରି ଥାନାକୁ ନେଇଗଲେ
							
Translation in other languages :