Meaning : ବୁଡ଼ ଲଗାଇବା କାର୍ଯ୍ୟ
							Example : 
							ବୁଡ଼ାଳୀ ସମୁଦ୍ରରେ ବୁଡ଼ିବାକାର୍ଯ୍ୟ କରୁଛି
							
Synonyms : ପାଣିବୁଡ଼ା, ବୁଡ଼ିବାକାର୍ଯ୍ୟ
Translation in other languages :
Meaning : ଯେଉଁ ଖେଳ ପ୍ରତିଯୋଗିତାରେ ଖେଳାଳୀମାନେ ପାଣିରେ ଡୁବ ମାରନ୍ତି
							Example : 
							ଏହି ସ୍ୱିମିଂ ପୁଲରେ ବୁଡ଼ ପ୍ରତିଯୋଗିତା ତିନିଦିନ ପର୍ଯ୍ୟନ୍ତ ଚାଲିବ
							
Synonyms : ବୁଡ଼ ପ୍ରତିଯୋଗିତା
Translation in other languages :
वह खेल प्रतियोगिता जिसमें खिलाड़ी पानी में डुबकी लगाते हैं।
इस तरण-ताल में गोताखोरी तीन दिनों तक चलेगी।