Meaning : ଜୀବିକା ନିର୍ବାହ କରିବାପାଇଁ ଧନ ଅର୍ଜନ କରିବା କାର୍ଯ୍ୟ
							Example : 
							କୃଷକ ନିଜର ଜୀବିକାନିର୍ବାହପାଇଁ  ଚାଷ କରିଥାଏ
							
Synonyms : ଜୀବିକାନିର୍ବାହ
Translation in other languages :
जीविका चलाने के लिए धन अर्जित करने का कार्य।
किसान अपने जीविकोपार्जन के लिए खेती करता है।