Meaning : ଜାଇଫଳ ଉପରେ ଥିବା ସୁଗନ୍ଧିତ ଚୋପା
							Example : 
							ଖାଦ୍ୟ ମସଲା, ଔଷଧ ଆଦିରେ ଜାଇତ୍ରୀର ବ୍ୟବହାର ହୁଏ
							
Synonyms : ଜାଇତ୍ରୀ, ମାଳତୀପତ୍ରିକା
Translation in other languages :
Spice made from the dried fleshy covering of the nutmeg seed.
mace