Meaning : ଯାହା ଭଙ୍ଗାରୁଜା ଅବସ୍ଥାରେ ଥାଏ
							Example : 
							ଏହି ଜୀର୍ଣ୍ଣ ଐତିହାସିକ ଅଟ୍ଟାଳିକାର ମରାମତି ହେବା ଆବଶ୍ୟକ
							
Synonyms : ଜୀର୍ଣ୍ଣ, ଜୀର୍ଣ୍ଣଶୀର୍ଣ୍ଣ
Translation in other languages :
टूटा-फूटा हुआ।
इस जीर्ण ऐतिहासिक इमारत की मरम्मत करना आवश्यक है।In deplorable condition.
A street of bedraggled tenements.Meaning : ଯାହା ପୁରୁଣା ହୋଇଯିବା କାରଣରୁ କାମରେ ଲାଗେନାହିଁ
							Example : 
							ଆମେ ପୁରୁଣା ଲୁଗାକୁ ତ୍ୟାଗକରି ନୂଆ ଲୁଗା ପିନ୍ଧିଲା ପରି ଆତ୍ମା ଜୀର୍ଣ୍ଣ ଶରୀର ତ୍ୟାଗକରି ନୂତନ ଶରୀର ଧାରଣ କରେ
							
Synonyms : ଜୀର୍ଣ୍ଣ
Translation in other languages :