Meaning : ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
							Example : 
							ଆମେ ନିଜର ଇଚ୍ଛାକୁ ଦମନ କରୁ  ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
							
Synonyms : ଦବାଇବା, ଦବେଇକି ରଖିବା, ଦମନ କରିବା, ଦମିତ କରିବା
Translation in other languages :