Meaning : ଯେ ଖୋସାମତି କରେ
							Example : 
							ଆମ ଗାଁରେ ଚାମଚାମାନଙ୍କର ଅଭାବ ନାହିଁ
							
Synonyms : ଖୋସାମତିଆ
Translation in other languages :
Meaning : ଖୁସାମତି କରିବାବାଲା ସ୍ତ୍ରୀ
							Example : 
							ଶର୍ମିଲା ହେଉଛି ମାଡ଼ାମଙ୍କ ଚାମଚା
							
Synonyms : ଖୁସାମତିଆଣୀ, ଚାମଚୀ
Translation in other languages :
Meaning : ଯେ ଚାଟୁକାରିତା କରେ
							Example : 
							ସେ ଜଣେ ଚାଟୁକାର ବ୍ୟକ୍ତି
							
Translation in other languages :
Attempting to win favor from influential people by flattery.
bootlicking, fawning, obsequious, sycophantic, toadyish