Meaning : ପଶୁମାନଙ୍କୁ ଚଲେଇବା ବା ଘଉଡ଼େଇବା ପାଇଁ ବ୍ୟବହୃତ ହେଉଥିବା ସୂତା ବା ଚମଡ଼ାରେ ତିଆରି ଡ଼ୋରି
							Example : 
							ପଶୁମାନଙ୍କୁ ଆୟତ୍ତରେ ରଖିବାପାଇଁ ଚାବୁକ ବ୍ୟବହାର କରାଯାଏ
							
Translation in other languages :
An instrument with a handle and a flexible lash that is used for whipping.
whipMeaning : ଏକ ପ୍ରକାରର ଚାବୁକ
							Example : 
							ସେ ଚାବୁକରେ ଘୋଡ଼ାକୁ ପିଟୁଛି
							
Translation in other languages :