Meaning : ଘଣ୍ଟା ମରାମତି କରିବା ବା ତିଆରି କରିବାର କାମ
							Example : 
							ମହେଶ ଘଣ୍ଟାମରାମତି କରି ଭଲ ଟଙ୍କା ରୋଜଗାର କରୁଛି
							
Synonyms : ଘଣ୍ଟାତିଆରି, ଘଣ୍ଟାମରାମତି, ଘଣ୍ଟାସଜ
Translation in other languages :
The art of designing and making clocks.
horology