Meaning : ସମସ୍ତଙ୍କ ସାମନାରେ ବା ଖୋଲାଖୋଲିଭାବେ
							Example : 
							ସମସ୍ତଙ୍କ ଆଗରେ ସେ ନିଜ କଥା କହିଦେଲା
							
Synonyms : ଉନ୍ମୁକ୍ତକରି, ଖୋଲାଖୋଲି, ମୁକ୍ତଭାବରେ, ସମସ୍ତଙ୍କଆଗରେ
Translation in other languages :
सबके सामने या खुल कर।
खुलेआम उसने अपनी बात कह दी।