Meaning : ଗୁଡୁଗୁଡୁ ଶବ୍ଦ ହେବାର ପ୍ରକ୍ରିୟା ବା ଭାବ
							Example : 
							ପେଟ ଗୁଡୁଗୁଡୁଯୋଗୁଁ ମୁଁ ରାତିସାରା  ଶୋଇପାରିଲି ନାହିଁ
							
Translation in other languages :
Meaning : ବେଗପୂର୍ବକ ଜଳ ମଧ୍ୟଦେଇ ବାୟୁ ବାହାରକୁ ବାହାରିବାଦ୍ବାରା ଉତ୍ପନ୍ନ ହେଉଥିବା ଶବ୍ଦ
							Example : 
							ତାଙ୍କ ହୁକ୍କାର ଗୁଡୁଗୁଡୁ ଶବ୍ଦ କେବେ ବି ବନ୍ଦ ହୁଏନାହିଁ
							
Synonyms : ଘୁଡୁଘୁଡୁ
Translation in other languages :
वेगपूर्वक जल में से होकर वायु के बाहर निकलने पर होने वाला शब्द।
उनके हुक्के की गुड़गुड़ कभी बंद ही नहीं होती!।