Meaning : କାଠର ଖଣ୍ଡରେ ତିଆରି କରାଯାଇଥିବା ଏକ ଖେଳ ଉପକରଣ ଯାହାର ମୁଣ୍ଡ ଗୋଜିଆ ଓ ପେଟ ମୋଟା
							Example : 
							ପିଲାଟି ବାଡ଼ିରେ ଡାବଳପୁଆକୁ ଏତେ ଯୋରରେ ପିଟିଲା ଯେ ତାହା ବହୁ ଦୂରରେ ଯାଇ ପଡ଼ିଲା
							
Translation in other languages :
Meaning : ଗୋଟିଏ ଖେଳ ଯେଉଁଥିରେ ପୁଆକୁ ବାଡ଼ିରେ ମରାଯାଏ
							Example : 
							ପିଲାମାନେ ପଡ଼ିଆରେ ଡାବଳପୁଆ ଖେଳୁଛନ୍ତି
							
Translation in other languages :
एक खेल जिसमें गुल्ली को डंडे से मारा जाता है।
बच्चे मैदान में गुल्ली-डंडा खेल रहे हैं।