Meaning : ଗ୍ରାମରେ ବାସ କରୁଥିବା(ସ୍ତ୍ରୀ ଲୋକ)
							Example : 
							ଶିକ୍ଷା କ୍ଷେତ୍ରରେ ଗାଉଁଲି ମହିଳାମାନେ ବହୁତ ପଛୁଆ
							
Synonyms : ଗ୍ରାମବାସିନୀ, ମଫସଲିଆଣୀ
Translation in other languages :
Living in or characteristic of farming or country life.
Rural people.