Meaning : ପକ୍ଷୀମାନେ ଥଣ୍ଟଦ୍ୱାରା ଦାନା ବା କଣିକା ଖାଇବା
							Example : 
							ପାରା ଛାତଉପରେ ଦାନା ଖୁଣ୍ଟୁଛି
							
Translation in other languages :
Meaning : ଅଳ୍ପଅଳ୍ପ କାଟିକରି ଖାଇବା
							Example : 
							ଖେତରେ ଛେଳିଗୁଡ଼ିକ ଛୋଟଗଛର ପତ୍ର ଖୁଣ୍ଟି ଖାଉଛନ୍ତି
							
Synonyms : ଖୁଣ୍ଟି ଖାଇବା, ଟୋକିବା
Translation in other languages :