Subscribe
URL of the page has been copied to clipboard.
Meaning : ଗୁଜୁରାଟରେ ଥିବା ଗୋଟିଏ ଉପସାଗର
Example : ଖମ୍ଭାତ ଉପସାଗରରେ ମାହୀ ନାମକ ନଦୀ ମିଶିଛି
Synonyms : ଖଂଭାତ, ଖଂଭାତ ଉପସାଗର, ଖମ୍ଭାତ ଉପସାଗର
Translation in other languages :हिन्दी
एक खाड़ी जो गुजरात में है।
Meaning : ଗୁଜୁରାଟର ଯେଉଁ ପଶ୍ଚିମଭାଗ ଖମ୍ଭାତ ନାମକ ଉପସାଗର କୂଳରେ ଅବସ୍ଥିତ
Example : ମହେଶ ପଟେଲ ଖମ୍ଭାତରେ ରହୁଛି
गुजरात का वह पश्चिमी भाग जो खंभात नामक खाड़ी के किनारे है।
Install App