Meaning : କୌଣସି ବେପାରଆଦିରେ ହେଉଥିବା କ୍ଷତି
							Example : 
							ଏହି ବେପାରରେ ମୋର ଖାଲି କ୍ଷତି ହେଲା
							
Translation in other languages :
Meaning : ଖରାପ ବା କଷ୍ଟକର ହୋଇଥିବା ପରିଣାମ
							Example : 
							ଯଦି ନାକବଦଳରେ  ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି  ପହଞ୍ଚିପାରେ
							
Synonyms : ହାନି
Translation in other languages :
Meaning : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
							Example : 
							ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
							
Translation in other languages :