Meaning : କୌଣସି କାର୍ଯ୍ୟାଳୟରେ କାମକରୁଥିବା ଲୋକମାନେ
							Example : 
							ପୂରା କାର୍ୟାଳୟ କାମରେ ବ୍ୟସ୍ତ ଆଜି ପୂରା କାର୍ଯ୍ୟାଳୟ ଛୁଟି ଉପଭୋଗ କରୁଛି
							
Translation in other languages :
Professional or clerical workers in an office.
The whole office was late the morning of the blizzard.Meaning : ଯେଉଁ ସ୍ଥାନରେ ବିଶେଷ ବ୍ୟାପାର ବା କାର୍ଯ୍ୟର ବ୍ୟବସ୍ଥା କରୁଥିବା କର୍ମଚାରୀମାନେ ବସି ସବୁ କାମ ନିୟମିତ ରୂପରେ କରନ୍ତି
							Example : 
							ସେ ପ୍ରତିଦିନ ଠିକ୍ ସମୟରେ କାର୍ଯ୍ୟାଳୟକୁ ଯାଏ
							
Translation in other languages :
Place of business where professional or clerical duties are performed.
He rented an office in the new building.