Meaning : କାବୁଲରେ କୁହାଯାଉଥିବା ଭାଷା
							Example : 
							ସେ ଭଲଭାବେ କାବୁଲୀଭାଷା କହେ
							
Synonyms : କାବୁଲୀ ଭାଷା
Translation in other languages :
Meaning : କାବୁଲର ନିବାସୀ
							Example : 
							ମୁଁ ପଢ଼ୁଥିବା ବିଶ୍ୱବିଦ୍ୟାଳୟରେ କିଛି କାବୁଲୀ ଶିକ୍ଷା ଗ୍ରହଣ କରୁଛନ୍ତି
							
Translation in other languages :
Meaning : କାବୁଲରେ ରହିବାବ୍ୟକ୍ତି
							Example : 
							କେତେକ କାବୁଲୀଲୋକମାନଙ୍କ ସହିତ ତାର ଭଲ ଜଣାଶୁଣା
							
Translation in other languages :
Meaning : କାବୁଲରେ ଜନ୍ମ ହୋଇଥିବା
							Example : 
							କାବୁଲୀ ଚଣା, ଶୁଖିଲା ଫଳ ଆଦି ଭାରତକୁ ରପ୍ତାନୀ ହୁଏ
							
Translation in other languages :