Meaning : ଯେଉଁ ଟୋପିରେ ମୁଣ୍ଡ ଏବଂ ଦୁଇ କାନ ଢାଙ୍କି ଯାଏ
							Example : 
							ଥଣ୍ଡାରୁ ରକ୍ଷା ପାଇବାପାଇଁ ବୁଢା ବାପା କାନଘୋଡ଼ାଟୋପି ପିନ୍ଧିଛନ୍ତି
							
Translation in other languages :
Either of a pair of ear coverings (usually connected by a headband) that are worn to keep the ears warm in cold weather.
earmuff