Meaning : କାଠରେ ତିଆରି ହୋଇଥିବା ପଞ୍ଜୁରୀ
							Example : 
							ଶାରୀ ପୋଷିବାପାଇଁ ସେ ଗୋଟିଏ କାଠପଞ୍ଜୁରୀ କିଣିଲା
							
Synonyms : କାଠପଞ୍ଜୁରୀ, କାଷ୍ଠପିଞ୍ଜର
Translation in other languages :
A cage (usually made of wood and wire mesh) for small animals.
hutch