Meaning : ବହିର ସୁରକ୍ଷାପାଇଁ ତା ଉପରେ ମଡ଼ାଯାଇଥିବା ମଲାଟଆଦି
							Example : 
							ଏହି ବହି ଫାଟି ଯାଉଛି, ତେଣୁ ଏଥିରେ ମଲାଟ ଲଗାଇଦିଅ
							
Synonyms : ମଲାଟ
Translation in other languages :
The protective covering on the front, back, and spine of a book.
The book had a leather binding.