Meaning : ଯେଉଁ ପରୀକ୍ଷାରେ ସଫଳ ହେବାପାଇଁ ବିପଦପୂର୍ଣ୍ଣ କାମ କରିବାକୁ ପଡ଼େ
							Example : 
							ଦ୍ରୋଣାଚାର୍ଯ୍ୟ ଏକଲବ୍ୟର କଠିନ ପରୀକ୍ଷା ନେଇଥିଲେ
							
Synonyms : ଅଗ୍ନି ପରୀକ୍ଷା, କଡ଼ା ପରୀକ୍ଷା
Translation in other languages :
वह परीक्षा जिसमें सफल होने के लिए जोखिम भरा कार्य करना पड़े।
द्रोणाचार्य ने एकलव्य की कठिन परीक्षा ली थी।