Meaning : ଛ’ମାସର ସେହି ସମୟ ଯେବେଠାରୁ ସୂର୍ଯ୍ୟ ବରାବର ଉତ୍ତର ଦିଗକୁ ଗତିକରିଥାନ୍ତି
							Example : 
							ସ୍ୱାମୀଜୀ ଉତ୍ତରାୟଣରେ ତପସ୍ୟା କରିବାକୁ ହିମାଳୟକୁ ଚାଲିଯାନ୍ତି
							
Translation in other languages :
Meaning : ସୂର୍ଯ୍ୟଙ୍କ ଉତ୍ତରଦିଗକୁ ଗମନ ବା ସୂର୍ଯ୍ୟଙ୍କ ମକର ରେଖାର ଉପରେ ଉତ୍ତର କର୍କଟ ରେଖାକୁ ଗମନ
							Example : 
							ଯେବେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ଗମନ କରନ୍ତି ସେବେଠାରୁ ଦିନ ବଡ଼ ଏବଂ ରାତି ଛୋଟ ହୋଇଥାଏ
							
Translation in other languages :