Meaning : ଆଗତ ସମୟ ବା କାଳ
							Example : 
							ଭବିଷ୍ୟତରେ କ’ଣ ହେବ କେହି ଜାଣେ ନାହିଁ  ଆସନ୍ତା କାଲିକୁ କିଏ ଦେଖିଛି
							
Synonyms : ଆଗତକାଳ, ଆଗାମୀସମୟ, ଆସନ୍ତାକାଲି, ଭବିଷ୍ୟ, ଭବିଷ୍ୟକାଳ, ଭବିଷ୍ୟତ, ଭାବିସମୟ
Translation in other languages :
आने वाला काल या समय।
भविष्य में क्या होगा कोई नहीं जानता।