Meaning : ଚାରିପ୍ରକାରର ତାସ ପତାରୁ ଯେଉଁ ଗୋଟିକରେ ଡେମ୍ଫସହିତ ପାନପତ୍ର ଆକାରର ଏବଂ କଳାରଙ୍ଗର ଚିହ୍ନ ଥାଏ
							Example : 
							ମୋ ପାଖରେ କଳାପାନର ଚାରୋଟି ପତା ଅଛି
							
Synonyms : କଳାପାନ
Translation in other languages :
A playing card in the major suit that has one or more black figures on it.
She led a low spade.