Meaning : ଯେ ଆବେଦନ କରିଛି
							Example : 
							ପରିଚାଳକ ଆବେଦନକାରୀମାନଙ୍କୁ ଆଜି ସାକ୍ଷାତ ପାଇଁ ଡାକିଛନ୍ତି
							
Synonyms : ଆବେଦକ, ଆବେଦନକର୍ତ୍ତା
Translation in other languages :
जिसने आवेदन किया हो।
प्रबंधक ने आवेदक व्यक्तियों को आज साक्षात्कार के लिए बुलाया है।