Meaning : ଶରୀରର ଭିତର ଭାଗ
							Example : 
							ପ୍ରୟୋଗଶାଳାରେ ଠେକୁଆର ଆନ୍ତରିକ ଶାରୀରିକ ଭାଗଗୁଡିକର ପରୀକ୍ଷଣ ଚାଲିଛି
							
Synonyms : ଅନ୍ତଃ ଶାରୀରିକ ଭାଗ, ଭିତର ଶାରୀରିକ ଭାଗ
Translation in other languages :
शरीर के अंदर का भाग।
प्रयोगशाला में खरगोश के आन्तरिक शारीरिक भागों का परीक्षण चल रहा है।