Meaning : ଯେ ଡରି ଯାଇଛି
							Example : 
							ସିଂହ ଆସିବା ଖବର ଶୁଣି ଗାଁଲୋକ ଆତଙ୍କିତ ହୋଇଗଲେ
							
Synonyms : ତ୍ରସ୍ତ, ଭୟାକୁଳ, ଭୟାକ୍ରାନ୍ତ, ସଂତ୍ରସ୍ତ
Translation in other languages :
Meaning : ଯେ ଡରିଛି
							Example : 
							ଅନ୍ୟାୟକୁ ଭୟଭୀତ ନ ହୋଇ ତା ସହିତ ଲଢ଼ିବା ଉଚିତ୍
							
Synonyms : ଭୟଗ୍ରସ୍ତ, ଭୟଭୀତ, ଭୟଯୁକ୍ତ, ଭୟାନ୍ୱିତ
Translation in other languages :
जो डरा हुआ हो।
अन्याय से भयभीत लोगों को उससे लड़ना चाहिए।Thrown into a state of intense fear or desperation.
Became panicky as the snow deepened.