Meaning : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
							Example : 
							ସେ ଭୋଜନ ପରେ ଭଲଭାବେ ଆଚମନ କଲେ
							
Synonyms : ହସ୍ତମୁଖାଦି ପ୍ରକ୍ଷାଳନ କରିବା
Translation in other languages :
Meaning : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
							Example : 
							ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
							
Translation in other languages :