Meaning : ଯେଉଁ ରଙ୍ଗର ମାଧ୍ୟମ ଶୁଖିଲା ତେଲ
							Example : 
							ଚିତ୍ରକଳାରେ ଜଳରଙ୍ଗ ତଥା ତୈଳରଙ୍ଗ ଏହି ଦୁଇ ରଙ୍ଗର ବ୍ୟବହାର ହୋଇଥାଏ
							
Synonyms : ଅୟେଲ୍ ପେଣ୍ଟ, ତୈଳରଙ୍ଗ
Translation in other languages :
Paint in which a drying oil is the vehicle.
oil paint