Meaning : ଯେ ମିଥ୍ୟାବାଦୀ ନୁହେଁ
							Example : 
							ସେ ଜଣେ ସଚ୍ଚା ଦେଶଭକ୍ତ
							
Synonyms : ସଚ୍ଚା
Translation in other languages :
Meaning : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
							Example : 
							ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
							
Synonyms : ଅବିମିଶ୍ରିତ, ଅମିଶ୍ରିତ, ଖାଣ୍ଟି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ
Translation in other languages :
Free of extraneous elements of any kind.
Pure air and water.Meaning : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
							Example : 
							ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
							
Synonyms : ଅମିଶା, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଭଲ, ଶୁଦ୍ଧ
Translation in other languages :
Free of extraneous elements of any kind.
Pure air and water.