Meaning : ଯାହାର ବା ଯାହା ସମ୍ବନ୍ଧରେ ଗବେଷଣା ହୋଇଛି
							Example : 
							ରମେଶ ଅନ୍ୱେଷିତ ସାମଗ୍ରୀଗଡ଼ିକର ତାଲିକା ତିଆରି କରୁଛନ୍ତି
							
Synonyms : ଅନୁସନ୍ଧାନିତ, ଗବେଷିତ
Translation in other languages :
जिसका या जिसके संबंध में शोध हुआ हो।
रमेश शोधित सामाग्रियों की सूची तैयार कर रहा है।