Meaning : କୁହାଯାଇଥିବା କଥାକୁ ଆଉଥରେ କହିବା ବା ଦୋହରାଇବାର କ୍ରିୟା
							Example : 
							କୀର୍ତ୍ତନରେ ପାଳିଧରିବାର ବଡ଼ ମହତ୍ୱ ରହିଛି
							
Synonyms : ପାଳିଧରିବା, ପୁନରୁକ୍ତି
Translation in other languages :
The repeated use of the same word or word pattern as a rhetorical device.
repetition