Meaning : ଅନୁପସ୍ଥିତ ହେବାର ଅବସ୍ଥା ବା ଭାବ
							Example : 
							ମୋ ଅନୁପସ୍ଥିତିରେ ଏହି କାମ ହୋଇଥିଲା
							
Synonyms : ବିନା ଉପସ୍ଥିତ
Translation in other languages :
अनुपस्थित होने की अवस्था या भाव।
मेरी अनुपस्थिति में यह कार्य हुआ था।Meaning : ବିଦ୍ୟମାନ ନରହିବାର ଅବସ୍ଥା ବା ଭାବ
							Example : 
							ବିଜ୍ଞାନ ଭୂତପ୍ରେତର ଅନୁପସ୍ଥିତି ପକ୍ଷରେ ଥାଏ
							
Synonyms : ଅବିଦ୍ୟମାନତା
Translation in other languages :