Meaning : କୋଡ଼ିଏ ଓ ନଅ ମିଶି ମିଳୁଥିବା ସଂଖ୍ୟା
							Example : 
							ତିରିଶରୁ ଏକ ଫେଡ଼ିଲେ ଅଣତିରିଶ ହୁଏ
							
Synonyms : ୨୯
Translation in other languages :
Meaning : କୌଣସି ଇଂରେଜୀ ମାସର ଉନତ୍ରିଂଶତିତମ ଦିନ ପଡ଼ୁଥିବା ତାରିଖ
							Example : 
							ଆସନ୍ତାମାସ ଅଣତିରିଶ ତାରିଖରେ ଶ୍ୟାମା ଆସୁଛି
							
Synonyms : ଅଣତିରିଶ ତାରିଖ