Meaning : ବିନା ପ୍ରୟୋଜନରେ
							Example : 
							ଅକାରଣରେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ
							
Synonyms : ଅନାବଶ୍ୟକଭାବେ, ଆବଶ୍ୟକତାହୀନଭାବେ, କାରଣହୀନଭାବେ, ପ୍ରୟୋଜନହୀନଭାବେ
Translation in other languages :
Meaning : ବିନା କାରଣରେ
							Example : 
							ଅକାରଣରେ ସେ ଏଠାକୁ ଆସିଥିଲା
							
Synonyms : ଅଯଥାରେ, ଉଦ୍ଦେଶ୍ୟହୀନ ଭାବରେ, କାରଣହୀନ ଭାବରେ
Translation in other languages :