Meaning : କର୍ଣ୍ଣାଟକର ଏକ ଜିଲ୍ଲା
Example :
ମହୀଶୂର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ମହୀଶୂର ସହରରେ ଅବସ୍ଥିତ
Synonyms : ମହୀଶୂର ଜିଲ୍ଲା
Translation in other languages :
A region marked off for administrative or other purposes.
district, dominion, territorial dominion, territoryMeaning : ଭାରତର କର୍ଣ୍ଣାଟକ ଅଞ୍ଚଳରେ ଥିବା ଏକ ସହର
Example :
ମହୀଶୂର ଏକ ପର୍ଯ୍ୟଟନ ସ୍ଥଳ ଓ ଏକ ଐତିହାସିକ ସ୍ଥଳ
Synonyms : ମହୀଶୂର ସହର
Translation in other languages :