ଅର୍ଥ : ୟୁନାଇଟେଡ଼ ଷ୍ଟେଟ ବା ସଂଘୀୟ ରାଜ୍ୟ (ବିଶେଷକରି ଆମେରିକା ଗୃହଯୁଦ୍ଧ ସମୟର ଉତ୍ତର ରାଜ୍ୟ)
							ଉଦାହରଣ : 
							ଲୀ ମେରୀଲ୍ୟାଣ୍ଡକୁ ୟୁନିୟନରୁ ଅଲଗା କରିବାକୁ ଚାହୁଁଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ
							ଉଦାହରଣ : 
							ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ
							
ସମକକ୍ଷ : ସଂଘ
ଅନ୍ୟ ଭାଷାରେ ଅନୁବାଦ :
A political unit formed from previously independent people or organizations.
The Soviet Union.ଅର୍ଥ : ପ୍ରଥମରୁ ସ୍ୱତନ୍ତ୍ର ବା ଆତ୍ମନିର୍ଭର ଲୋକଙ୍କଦ୍ୱାରା ବା ସଂସ୍ଥାନଦ୍ୱାରା ପ୍ରସ୍ତୁତ ହୋଇଥିବା ଗୋଟିଏ ରାଜନୈତିକ ମଣ୍ଡଳ
							ଉଦାହରଣ : 
							ଏହି ସମ୍ମେଳନୀରେ ୟୁରୋପୀୟ ସଙ୍ଗର ପ୍ରତିନିଧି ମଧ୍ୟ ଭାଗ ନେବେ    ବଡ଼ବଡ଼ କମ୍ପାନୀମାନେ ମଧ୍ୟ ନିଜର ଗୋଟିଏ ସଙ୍ଘ ବନାଇଛନ୍ତି
							
ସମକକ୍ଷ : ସଙ୍ଘ
ଅନ୍ୟ ଭାଷାରେ ଅନୁବାଦ :
A political unit formed from previously independent people or organizations.
The Soviet Union.