ଅର୍ଥ : ନଦୀ ଏବଂ ସମୁଦ୍ର କୂଳରେ ତଥା ଆର୍ଦ୍ର ଭୂମିରେ ଅଧିକତଃ ମିଳୁଥିବା ଗୋଟିଏ ଚିରହରିତ୍ ବୃକ୍ଷ ଯାହା ବହୁତ ବଡ ହୁଏ
							ଉଦାହରଣ : 
							ଠିକାଦାର ସମୁଦ୍ରଫଳ ଗଛ କଟାଇବା ସପକ୍ଷରେ ନାହାନ୍ତି
							
ସମକକ୍ଷ : ନଦୀକାନ୍ତ ଗଛ
ଅନ୍ୟ ଭାଷାରେ ଅନୁବାଦ :
A plant having foliage that persists and remains green throughout the year.
evergreen, evergreen plant