ଅର୍ଥ : କାଠ ଆଦିରେ କଣାକରି ଅନ୍ୟ ଖଣ୍ଡେକାଠକୁ ସେଥିରେ ପୁରାଇବା ବା ପ୍ରବିଷ୍ଟ କରାଇବା
							ଉଦାହରଣ : 
							ବଢ଼େଇ ଖଟ ତିଆରି କରିବାପାଇଁ ଏକ କାଠକୁ ଅନ୍ୟ ଖଣ୍ଡେକାଠରେ ଯୋଡ଼ୁଛି
							
ସମକକ୍ଷ : ଯୋଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
लकड़ी आदि में छेद करके दूसरी लकड़ी का सिरा उसमें घुसाना या प्रविष्ट कराना।
बढ़ई खाट बनाने के लिए एक लकड़ी को दूसरी लकड़ी में सालता है।