ଅର୍ଥ : ଯେଉଁ ବିଧି ଶାସ୍ତ୍ର ଅନୁସାରେ ପୂର୍ବପୁରୁଷଙ୍କପାଇଁ କରାଯାଇଥାଏ
							ଉଦାହରଣ : 
							ପିତୃପକ୍ଷରେ ପନ୍ଦର ଦିନ ପର୍ଯ୍ୟନ୍ତ ଶ୍ରାଦ୍ଧ କରାଯାଏ
							
ସମକକ୍ଷ : ଶ୍ରାଦ୍ଧକର୍ମ, ଶ୍ରାଦ୍ଧକ୍ରିୟା
ଅନ୍ୟ ଭାଷାରେ ଅନୁବାଦ :
वह जो शास्त्र विधि के अनुसार पितरों के उद्देश्य से किया जाता है।
पितृपक्ष में पन्द्रह दिनों तक श्राद्ध किया जाता है।ଅର୍ଥ : ପ୍ରତ୍ୟେକ ମାସରେ ହେଉଥିବା ଶ୍ରାଦ୍ଧ
							ଉଦାହରଣ : 
							ଆଜି ତାଙ୍କର ମାସିକ ଶ୍ରାଦ୍ଧକୁ ଯିବାର ଅଛି
							
ସମକକ୍ଷ : ମାସିକ ଶ୍ରାଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
हर महीने होने वाला श्राद्ध।
आज उनके यहाँ मासिक-श्राद्ध में जाना है।