ଅର୍ଥ : ଲାଲ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ସୂର୍ଯୋଦୟ ତଥା ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କ ଲାଲିମା ଦେଖିଲେ ହିଁ ଜଣାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଆକାଶରେ ଦେଖାଯାଉଥିବା ରକ୍ତିମ ଆଭା
							ଉଦାହରଣ : 
							ରକ୍ତିମ ଆଭାର ଅସୀମ ସୌନ୍ଦର୍ଯ୍ୟ ମନକୁ ଆକୃଷ୍ଟ କରେ
							
ସମକକ୍ଷ : ରକ୍ତିମ ଆଭା
ଅନ୍ୟ ଭାଷାରେ ଅନୁବାଦ :