ଅର୍ଥ : ସାରାଦିନ ରୋଜା ରଖିବାପରେ କିଛି ଖାଇ ରୋଜା ଭାଙ୍ଗିବାର ପ୍ରକ୍ରିୟା
							ଉଦାହରଣ : 
							ଅଧିକାଂଶ ଲୋକ ଖଜୁରିକୋଳି ଖାଇ ଇଫତାର ଆରମ୍ଭ କରନ୍ତି
							
ସମକକ୍ଷ : ଇଫତାର
ଅନ୍ୟ ଭାଷାରେ ଅନୁବାଦ :
दिन भर रोज़ा रखने के बाद कुछ खाकर रोजा खोलने या तोड़ने की क्रिया।
ज्यादातर लोग इफ़्तार खजूर से आरंभ करते हैं।